|
logo
Live

Argus News - ଦୁଇ ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇଲେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର 

Odisha

ଦୁଇ ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇଲେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର 

Manini Pattanayak
Browse all articles by Manini Pattanayak
·2 years ago·1 min read
ଦୁଇ ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇଲେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର 

ନୟାଗଡ: ଦୁଇ ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇଲେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର l ପିଲାଟି ଦିନରୁ ଦିବ୍ୟାଙ୍ଗ ହୋଇ ଚାଲିବୁଲି ପାରୁନଥିବା ବାଣିକିଲୋ ଗ୍ରାମର ସୂର୍ଯ୍ୟକାନ୍ତ ପାଇକରାୟ ଓ ବାଳିଆ ଗ୍ରାମର ଜିତୁ ବେହେରା ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ଜ଼ିଲ୍ଲା ପ୍ରଶାସନକୁ ଟ୍ରାଇ ସାଇକେଲ ଟିଏ ପାଇଁ ନିବେଦନ କରିଥିଲେ ମଧ୍ୟ୍ୟ ମିଳିନଥିଲା କୌଣସି ସୁଫଳ l

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ମାଟିସଂଗ୍ରହ କରିବାକୁ ଆସିଥିବା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ନଜର ପଡିଥିଲା ଏମାନଙ୍କ ଉପରେ ଏବଂ ଏମାନଙ୍କ ଗମନା ଗମନା ପାଇଁ ସ୍କୁଟି ଦେବେ ବୋଲି ପ୍ରତିଶୃତି ଦେଇଥିଲେ l ଆଜି ତାଙ୍କର ଜନ୍ମ ଦିନରେ ପ୍ରତିଶୃତି ରକ୍ଷା କରି ଜିତୁ ବେହେରା ଓ ସୂର୍ଯ୍ୟକାନ୍ତ ପାଇକରାୟ ଙ୍କୁ ଦୁଇଟି ନୁଆଁ ସ୍କୁଟି ପ୍ରଦାନ କରିଛନ୍ତି l ଦୁଇ ଦିବ୍ୟାଙ୍ଗଙ୍କ ପାଇଁ ଆଶାର କିରଣ ସାଜିଥିବା ସମ୍ବିତ ପାତ୍ରଙ୍କ ଏଭଳି ମହାନତା କୁ ସାରା ଅଂଚଳ ପ୍ରଶଂସା କରାଯାଉଛି l

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦୁଇ ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇଲେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର  | Argus English