Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବନ ବିଭାଗ କବଜାରେ ଶୁଆ ବେପାରୀ, ଦୁଇ ଜଣ ଗିରଫ

Odisha

ବନ ବିଭାଗ କବଜାରେ ଶୁଆ ବେପାରୀ, ଦୁଇ ଜଣ ଗିରଫ

Jitendra Dash
Browse all articles by Jitendra Dash
·2 years ago
ବନ ବିଭାଗ କବଜାରେ ଶୁଆ ବେପାରୀ, ଦୁଇ ଜଣ ଗିରଫ

ଅର୍ଗସ ବ୍ୟୁରୋ : ଜଙ୍ଗଲୀ ଶୁଆ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । ରାଉଲକେଲାରେ ଚାଲାଣ ବେଳେ ରେଡ୍ । ଯୋଜନା ମୁତାବକ ଇନ୍ଦିରା ଗାନ୍ଧୀ ପାର୍କ ସମ୍ମୁଖରେ ଛକି ବସିଥିଲା ବନବିଭାଗ ଟିମ୍ । ଦୁଇ ଜଣଙ୍କୁ ଗିରଫ କରିଛି । ଏକ ବାଇକ୍‌ରେ ୧୦ଟି ଶୁଆ ଧରି ନୂଆ ବସ୍ ଷ୍ଟାଣ୍ଡ ଯିବା ସମୟରେ ବନ ବିଭଗ ଧରିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପଚରା ଉଚରା ପରେ ଆହୁରି ୭୨ଟି ଶୁଆ ଶାବକ ନାଳରୋଡ ଅଞ୍ଚଳରେ ଏକ ଭଡା ଘରେ ରଖିଥିବା ଜଣାପଡ଼ିଛି । ସବୁ ଶୁଆଙ୍କୁ ଉଦ୍ଧାର କରାଯାଇଛି । ଶୁଆ ଶାବକ ଗୁଡ଼ିକୁ 8ଶହ ଟଙ୍କାରେ କିଣି ୩ ହଜାରରୁ ୩୫୦୦ ଟଙ୍କାରେ ବିକ୍ରି କରୁଥିବା ସୂଚନା ଦେଇଛନ୍ତି DFO । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rourkela Parrot Smuggling | Argus English