Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଗୋରୁ ବୋଝେଇ ପିକଅପ୍ ଗାଡିକୁ ଧରିଲା ପୋଲିସ, ୧୦ ଗାଈ ଉଦ୍ଧାର

Odisha

ଗୋରୁ ବୋଝେଇ ପିକଅପ୍ ଗାଡିକୁ ଧରିଲା ପୋଲିସ, ୧୦ ଗାଈ ଉଦ୍ଧାର

Banajyotshna Ray
Browse all articles by Banajyotshna Ray
·2 years ago
ଗୋରୁ ବୋଝେଇ ପିକଅପ୍  ଗାଡିକୁ ଧରିଲା ପୋଲିସ, ୧୦ ଗାଈ ଉଦ୍ଧାର

ଅର୍ଗସ ବ୍ୟୁରୋ: ଗୋରୁ ବୋଝେଇ ପିକଅପ୍ ଗାଡିକୁ ଗୋଡେଇ ଗୋଡେଇ ଧରିଲା ଯଶିପୁର ଥାନା ପୋଲିସ୍ । ମୟୂରଭଞ୍ଜ ଜିଲ୍ଲା 49 ନଂ ଜାତୀୟ ରାଜପଥ ଯଶୀପୁର ଦେଇ ହେଉଥିଲା ଗୋ ଚାଲାଣ । ଖବର ପାଇ ବିଳମ୍ବିତ ରାତିରେ ଚଢାଉ କରିଥିଲା ପୋଲିସ୍ । ଗୋଟିଏ ଗୋରୁ ବୋଝେଇ ଗାଡିରୁ ୧୦ ଗୋରୁଙ୍କୁ ପୋଲିସ୍ ଉଦ୍ଧାର କରିଥିବାବେଳେ ଘଟଣାସ୍ଥଳରୁ ଅନ୍ୟ ଦୁଇ ପିକଅପ୍ ଗାଡି ଫେରାର୍ ହୋଇଯାଇଛି । ଉଦ୍ଧାର ଗୋରୁ ଗୁଡିକୁ କରଞ୍ଜିଆ ଗୋଶାଳାକୁ ହସ୍ତାନ୍ତର କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Rescue 10 cattle in mayurbhanj | Argus English