Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା, ଜଳିଲା ବିଶାଳ ଦୀପ

Odisha

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା, ଜଳିଲା ବିଶାଳ ଦୀପ

Banajyotshna Ray
Browse all articles by Banajyotshna Ray
·2 years ago
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା,  ଜଳିଲା ବିଶାଳ ଦୀପ

ଅର୍ଗସ ବ୍ୟୁରୋ:  ବାସୁଦେବପୁର ରେ ଜଳିଲା ବିଶାଳ ଦୀପ । ଆଜି ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ବାସୁଦେବପୁର ବ୍ଲକ ରୋଡ଼ରେ କାଳୀପୂଜା କମିଟି ପକ୍ଷରୁ ଏକ ବିଶାଳ ଦୀପ ତିଆରି କରାଯାଇଥିଲା । ଯେଉଁ ଦୀପର ଉଛତା 7ଫୁଟ ଥିବା ବେଳେ ଓସାର 14 ଫୁଟ ହେବ । ଯାହାର 10ହଜାରରୁ ଅଧିକ ତେଲ ଧରିବାର କ୍ଷମତା ଥିଲା।  ଆଜି ପାଖାପାଖି 12ଟା29 ମିନିଟ  ସମୟରେ ସନ୍ଥ ସ୍ୱାମୀ ଶୁଭ ପ୍ରଜ୍ବଳନ କରିଥିଲେ । ସ୍ଥାନୀୟ ଆଖପାଖ ଅଞ୍ଚଳର ଲୋକମାନେ ତେଲ ଦାନ କରିଥିଲେ । ଆଜିଠାରୁ ଏହି ଦୀପ 3ଦିନରୁ ଅଧିକ ସମୟ ଧରି ଜଳିବ ବୋଲି କୁହାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ram temple ayodhya light huge lamp | Argus English