|
logo
Live

Argus News - ଦୋକାନୀଙ୍କୁ ସେମାନଙ୍କ ହକ ନ ମିଳିଲେ ଆନ୍ଦୋଳନ କରିବାକୁ ଚେତାବନୀ

Odisha

ଦୋକାନୀଙ୍କୁ ସେମାନଙ୍କ ହକ ନ ମିଳିଲେ ଆନ୍ଦୋଳନ କରିବାକୁ ଚେତାବନୀ

Banajyotshna Ray
Browse all articles by Banajyotshna Ray
·2 years ago
ଦୋକାନୀଙ୍କୁ ସେମାନଙ୍କ ହକ ନ ମିଳିଲେ ଆନ୍ଦୋଳନ କରିବାକୁ ଚେତାବନୀ

ଅର୍ଗସ ବ୍ୟୁରୋ: ପୁରୀ ବଡ଼ଦାଣ୍ଡରେ ବିସ୍ଥାପିତ ଦୋକାନିଙ୍କ ପାଇଁ ବିଜେପିର ଆନ୍ଦୋଳନ । ରାସ୍ତା କଡରେ ବେପାର କରି ଗୁଜୁରାଣ ମବେଣ୍ଟାଉଥିବା ଦୋକାନିଙ୍କୁ ସେମାନଙ୍କ ହକ ନ ମିଳିଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ପ୍ରାଥମିକ ଭାବରେ ମରଚିକୋଟ ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନୀ ମାନଙ୍କୁ ଉଠାଯାଇଥିଲା ।

ପରେ ମରଚିକୋଟ ଛକଠାରୁ ମାର୍କେଟଛକ ଓ ପରେ ମାର୍କେଟଛକ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନୀ ମାନଙ୍କୁ ଉଠାଇ ଦିଆଯାଇଛି । ତେବେ ମାର୍କେଟଛକରୁ ମେଡିକାଲ ଛକ ପର୍ଯ୍ୟନ୍ତ ବିସ୍ଥାପିତ ଉଠାଦୋକାନୀଙ୍କୁ ପୁନର୍ବାର ସେହି ସ୍ଥାନରେ ଥଇଥାନ କରିବା ନେଇ ବିଜେପି ପକ୍ଷରୁ  ଧାରଣା ଦିଆଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦୋକାନୀଙ୍କୁ ସେମାନଙ୍କ ହକ ନ ମିଳିଲେ ଆନ୍ଦୋଳନ କରିବାକୁ ଚେତାବନୀ | Argus English