Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଡମ୍ଫରକୁ ପଛରୁ ପିଟିଲା ପିକନିକ ବସ୍ , ୨୦ ଆହତ

Odisha

ଡମ୍ଫରକୁ ପଛରୁ ପିଟିଲା ପିକନିକ ବସ୍ , ୨୦ ଆହତ

Swayangprajna Mishra
Browse all articles by Swayangprajna Mishra
·2 years ago
ଡମ୍ଫରକୁ ପଛରୁ ପିଟିଲା ପିକନିକ ବସ୍ , ୨୦ ଆହତ

ଡମ୍ଫରକୁ ପଛରୁ ପିଟିଲା ପିକନିକ ବସ୍ । ସମ୍ବଲପୁରରୁ ସୋର ଫେରିବା ବେଳେ ଦୁର୍ଘଟଣା । ବସରେ ଥିଲେ ୫୦ରୁ ଅଧିକ ସ୍କୁଲ ପିଲା । ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେଥିରୁ ୨ ଜଣ ଗୁରୁତର ଅଛନ୍ତି ।

ଅଧିକ ପଢନ୍ତୁ : ପର୍ଯ୍ୟଟକଙ୍କ ବସ ଦୁର୍ଘଟଣା: ୨୫ରୁ ଉର୍ଦ୍ଧ୍ବ ଆହତ , ୨ଗୁରୁତର

ସମସ୍ତ ଆହତକୁ ଆନନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।  ୨୦ ନମ୍ବର ଜାତୀୟ ରାଜପଥରେ ଘସିପୁରା ଥାନା ନିକଟରେ ଦୁର୍ଘଟଣା ଘଟିଛି  । ବସରେ ୫୦ରୁ ଅଧିକ ପିଲା ଥିବା ସୂଚନା ମିଳିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Picnic bus hits dumper from behind, 20 injured | Argus English