|
logo
Live

Argus News - ପ୍ରତ୍ୟକ ବର୍ଷ ପ୍ରୋଟେକ୍ସନ ଆକ୍ଟ ଅନୁଯାୟୀ ନଭେମ୍ବର ପହିଲାରୁ ଆରମ୍ଭ ହୁଏ ପାଟ୍ରୋଲିଂ

Odisha

ପ୍ରତ୍ୟକ ବର୍ଷ ପ୍ରୋଟେକ୍ସନ ଆକ୍ଟ ଅନୁଯାୟୀ ନଭେମ୍ବର ପହିଲାରୁ ଆରମ୍ଭ ହୁଏ ପାଟ୍ରୋଲିଂ

Jitendra Dash
Browse all articles by Jitendra Dash
·2 years ago·1 min read
ପ୍ରତ୍ୟକ ବର୍ଷ ପ୍ରୋଟେକ୍ସନ ଆକ୍ଟ ଅନୁଯାୟୀ ନଭେମ୍ବର ପହିଲାରୁ ଆରମ୍ଭ ହୁଏ ପାଟ୍ରୋଲିଂ

ଅର୍ଗସ ବ୍ୟୁରୋ : ଅଲିଭ ରିଡ଼ଲେ ଏବେ ମୁହାଣ ମୁହାଁ । ପ୍ରତ୍ୟକ ବର୍ଷ ପ୍ରୋଟେକ୍ସନ ଆକ୍ଟ ଅନୁଯାୟୀ ନଭେମ୍ବର ପହିଲାରୁ ଆରମ୍ଭ ହୁଏ ପାଟ୍ରୋଲିଂ । ପୁରୀରେ ଆଜିଠାରୁ ସେମାନଙ୍କର ସୁରକ୍ଷା ପାଇଁ କଡାକଡି ପାଟ୍ରୋଲିଂ କରିବ ପୁରୀ ବନବିଭାଗ । ଦେବୀ ମୁହାଣ ଠାରୁ କଡାକଡି ହେବ ପାଟ୍ରୋଲିଂ । ଏନେଇ ପୋଲିସ, ମତ୍ସ୍ୟ ବିଭାଗ, ତଟରକ୍ଷୀ, ଲୋକାଲ ଏନଜିଓଙ୍କ ସହ ପୁରୀ ବନବିଭାଗ ତରଫରୁ କୋ ଆର୍ଡିନେସନ ମିଟିଂ ସରିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ମିଟିଂରେ ପ୍ରସ୍ତାବ ମୁତାବକ ପ୍ରତିବର୍ଷ ନଭେମ୍ବର ଭଳି ଆଜିଠାରୁ ପାଟ୍ରୋଲିଂ କଡାକଡି କରାଯାଉଛି । ପ୍ରୋଟେକ୍ସନ ସ୍କୁୱାର୍ଡ଼ ଏବଂ ପୋଲିସ ସମସ୍ତ ସ୍ଥାନରେ ପହଁଚୁଥିବା ବେଳେ  ପ୍ରତ୍ୟକ ରେଞ୍ଜର ଫରେଷ୍ଟ ଗାର୍ଡଙ୍କୁ ଆଲର୍ଟ ରଖାଯାଇଛି । ସେଇଭଳି ମତ୍ସ୍ୟ ବିଭାଗକୁ ଅନୁରୋଧ କରାଯାଇଛି ଯେ ସେମାନେ ମଧ୍ୟ ଯେଉଁଭଳି ସାଗର କନ୍ୟା ବା ଷ୍ଟାଫ ମାନଙ୍କ ମାଧ୍ୟମରେ ଯେଉଁଭଳି ଆଲର୍ଟ ରହିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପ୍ରତ୍ୟକ ବର୍ଷ ପ୍ରୋଟେକ୍ସନ ଆକ୍ଟ ଅନୁଯାୟୀ ନଭେମ୍ବର ପହିଲାରୁ ଆରମ୍ଭ ହୁଏ ପାଟ୍ରୋଲିଂ | Argus English