|
logo
Live

Argus News - ସମଲେଶ୍ବରୀ ମନ୍ଦିରରେ ବନ୍ଦହେବ ପାନଗୁଟଖା

Odisha

ସମଲେଶ୍ବରୀ ମନ୍ଦିରରେ ବନ୍ଦହେବ ପାନଗୁଟଖା

Swayangprajna Mishra
Browse all articles by Swayangprajna Mishra
·2 years ago
ସମଲେଶ୍ବରୀ ମନ୍ଦିରରେ ବନ୍ଦହେବ ପାନଗୁଟଖା

ସମ୍ବଲପୁର : ଶ୍ରୀ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରରେ ପାନଗୁଟଖା ବନ୍ଦପରେ ଖୁବଶୀଘ୍ର ସମଲେଶ୍ବରୀ ମନ୍ଦିରରେ ବନ୍ଦ ହେବ ପାନଗୁଟଖା ପ୍ରବେଶ।କୌଣସି ଭକ୍ତ ପାନଗୁଟୁଖା ପ୍ୟାକେଟରେ ନେଇ କିମ୍ବା ଖାଇକି ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ ।

ଅଧିକ ପଢନ୍ତୁ : ନୂଆବର୍ଷରୁ ତାମୁଳ ସେବନ କଲେ ଲାଗିବ ଜରିମାନା

ସମଲେଇ ପ୍ରକଳ୍ପର ଉଦଘାଟନ ପରେ ମନ୍ଦିର ଟ୍ରଷ୍ଟବୋର୍ଡ ଖୁବଶିଘ୍ର ଏ ନିୟମ ଆଣିବାକୁ ଯାଉଛି ।ସୂଚନା ଦେଲେ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସମଲେଶ୍ବରୀ ମନ୍ଦିରରେ ବନ୍ଦହେବ ପାନଗୁଟଖା | Argus English