Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଢେଙ୍କାନାଳରେ ପୁଣି ଦାଦନ ମୃତ୍ୟୁ  

Odisha

ଢେଙ୍କାନାଳରେ ପୁଣି ଦାଦନ ମୃତ୍ୟୁ  

Manini Pattanayak
Browse all articles by Manini Pattanayak
·2 years ago
ଢେଙ୍କାନାଳରେ ପୁଣି ଦାଦନ ମୃତ୍ୟୁ  

ଢେଙ୍କାନାଳ: ଢେଙ୍କାନାଳରେ ପୁଣି ଦାଦନ ମୃତ୍ୟୁ । ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଚାଲିଗଲା ଭେଣ୍ଡିଆ ପୁଅର ଜୀବନ। ମୃତକ ହେଲେ ସଦର ଥାନା ବଣସିଂହ ପଞ୍ଚାୟତ ଭାଟକାଟେଣୀ ଗାଁର ହର ନାଏକଙ୍କ ୨୧ ବର୍ଷୀୟ ପୁଅ ରାକେଶ ନାଏକ। 

ସେଠାରେ ଥିବା ଏକ ଔଷଧ କମ୍ପାନୀରେ କାମ କରୁଥିଲେ ରାକେଶ । କୌଣସି କାରଣରୁ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇଥିଲା । ବାହାର ରାଜ୍ୟ ହୋଇଥିବାରୁ ଉପଯୁକ୍ତ ଚିକିତ୍ସା ନପାଇ ଓ ଅର୍ଥାଭାବରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋହଗ ହୋଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Other labour death in Dhenkanal | Argus English