Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରେଳ କୋଚ୍ ମରାମତିର କାର୍ଯ୍ୟ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ଦିଆଯାଇଛି

Odisha

ରେଳ କୋଚ୍ ମରାମତିର କାର୍ଯ୍ୟ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ଦିଆଯାଇଛି

Jitendra Dash
Browse all articles by Jitendra Dash
·2 years ago
ରେଳ କୋଚ୍ ମରାମତିର କାର୍ଯ୍ୟ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ଦିଆଯାଇଛି

ଅର୍ଗସ ବ୍ୟୁରୋ : ଦକ୍ଷତା ବିକାଶ ଉପରେ ଯୁବ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ମଞ୍ଚେଶ୍ୱର ଶାଖା ପକ୍ଷରୁ ରେଳଡବା ମରାମତି କର୍ମଶାଳା ତାଲିମ କେନ୍ଦ୍ରରେ ସାଇନ୍ସ (ବିଜ୍ଞାନ) ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ଯେଉଁଠାରେ କୌଶଳ ବିକାଶ ସମ୍ପର୍କରେ ଜ୍ଞାନଲାଭ କରିବା ପାଇଁ ସ୍କୁଲ ପିଲାମାନଙ୍କୁ ପ୍ରୋତ୍ସାହିତ କରାଯାଇ କୋଚ୍, ଚକ, ଭୋଲ୍ଟ ମିଟର ଆମିଟର୍ ଏବଂ ଏସି କୌଶଳ ଇତ୍ୟାଦି ରେଳ କୋଚ୍ ମରାମତିର କାର୍ଯ୍ୟ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯାଇଥିଲା । ମହିଳା କଲ୍ୟାଣ ସଂଗଠନର କାର୍ଯ୍ୟକର୍ତ୍ତା ଶ୍ରୀମତୀ ଡୋଲା ମିତ୍ର, ନିବେଦିତା କର ଏବଂ ପ୍ରଜ୍ଞା ମହାପାତ୍ର ଇତ୍ୟାଦି ବିଜ୍ଞାନ ପ୍ରଦର୍ଶନୀକୁ ସଂଯୋଜନା କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Organized Rail Coach Repair Workshop by Mancheswar Branch | Argus English