Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହାଇଟେକ୍‌ ମେଡିକାଲରେ ବିସ୍ଫୋରଣ ଘଟଣା; ଜଣେ ମୃତ

Odisha

ହାଇଟେକ୍‌ ମେଡିକାଲରେ ବିସ୍ଫୋରଣ ଘଟଣା; ଜଣେ ମୃତ

Smruti Parija
Browse all articles by Smruti Parija
·2 years ago
ହାଇଟେକ୍‌ ମେଡିକାଲରେ ବିସ୍ଫୋରଣ ଘଟଣା; ଜଣେ ମୃତ

ଭୁବନେଶ୍ୱର: ଭୁବନେଶ୍ବର ହାଇଟେକ୍‌ ମେଡିକାଲରେ ବିସ୍ଫୋରଣ ଘଟଣା । ଗୁରୁତର ୪ ଜଣଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଛି। 

ଆଜି ସକାଳେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ୍ ପଠାଇଛି ପୋଲିସ । ଗତ ଶୁକ୍ରବାର ସନ୍ଧ୍ୟାରେ ଗ୍ୟାସ ଫିଲିଙ୍ଗ ବେଳେ ବିସ୍ଫୋରଣ ହୋଇଥିଲା । ମରାମତି କାମ ଚାଲିଥିବାବେଳେ ଅକ୍ସିଜେନ ସିଲିଣ୍ଡର ଫାଟିଥିଲା । ଫଳରେ ସିକ୍ୟୁରିଟି ଗାର୍ଡ ଓ ଷ୍ଟାଫ୍ ଆହତ ହୋଇଥିଲେ । 

ହାଇଟେକ୍ ମେଡ଼ିକାଲରେ ବିସ୍ଫୋରଣ, ୪ ଜଣ ଆହତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
one-died-in-hightech-medical-blast-incident-4-in-critical-condition | Argus English