|
logo
Live

Argus News - ବହୁଛି ଉତ୍ତରା ପବନ, ଥରୁଛି ପୁରା ଓଡିଶା

Odisha

ବହୁଛି ଉତ୍ତରା ପବନ, ଥରୁଛି ପୁରା ଓଡିଶା

Smruti Parija
Browse all articles by Smruti Parija
·2 years ago
ବହୁଛି ଉତ୍ତରା ପବନ, ଥରୁଛି ପୁରା ଓଡିଶା

ଭୁବନେଶ୍ୱର:  ଶୀତରେ ଥରୁଛି ସାରା ଓଡ଼ିଶା । ବିଭିନ୍ନ ସ୍ଥାନରେ ରାତି ତାପାମାତ୍ରା ହ୍ରାସ ପାଇଥିବାବେଳେ ୮.୩ ଡିଗ୍ରୀ ସହ ସୁନ୍ଦରଗଡର କିରେଇରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।  କନ୍ଧମାଳର ଜି.ଉଦୟଗିରିରେ ୮.୪ ଡିଗ୍ରୀ, ଫୁଲବାଣୀରେ ୮.୫ ଡିଗ୍ରୀ, କୋରାପୁଟରେ ୯.୫ ଡିଗ୍ରୀ, ଭଦ୍ରକ ରାଣିତାଲରେ ୯.୬ ଡିଗ୍ରୀ, ରାଉରକେଲାରେ ୯.୮, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ, ଦାରିଙ୍ଗବାଡିରେ ୧୦ ଡିଗ୍ରୀ ଓ ଝାରସୁଗୁଡାରେ ୧୦.୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ବର୍ତ୍ତମାନ ଉତ୍ତରା ପବନ ରାଜ୍ୟକୁ ପ୍ରବେଶ କରୁଛି । ଯାହାଫଳରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଛି । ଆସନ୍ତା ୫ ଦିନ ଯାଏଁ ଏଭଳି ଥଣ୍ଡା ଲାଗି ରହିବ ।
 

ରାଜ୍ୟରେ ବଢ଼ୁଛି ଶୀତର ପ୍ରକୋପ: 10 ଡିଗ୍ରି ତଳେ ବିଭିନ୍ନ ସହରର ତାପମାତ୍ରା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବହୁଛି ଉତ୍ତରା ପବନ, ଥରୁଛି ପୁରା ଓଡିଶା | Argus English