Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଧାନସଭାରେ ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ୍ ୨୦୨୩ ଗୃହରେ ପାରିତ

Odisha

ବିଧାନସଭାରେ ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ୍ ୨୦୨୩ ଗୃହରେ ପାରିତ

Smruti Parija
Browse all articles by Smruti Parija
·2 years ago
ବିଧାନସଭାରେ ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ୍ ୨୦୨୩ ଗୃହରେ ପାରିତ

ଭୁବନେଶ୍ୱର:  ବିଧାନସଭାରେ ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ୍ ୨୦୨୩ ଗୃହରେ ପାରିତ । ବିଲ୍ ଆଲୋଚନା ପରେ ମନ୍ତ୍ରୀ ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ କଂଗ୍ରେସ ବିଧାୟକ କକ୍ଷତ୍ୟାଗ କରିଥିଲେ । ଏହି ବିଲ୍ ଆସିବା ଫଳରେ ଏଣିକି ସିକିମ ସତ୍ତା ଥିବା ଉପ ଚାଷୀ ଏବଂ ଉପ ରୟତମାନେ ପାଇପାରିବେ ଜମିର ମାଲିକାନା । 

1977 ପର୍ଯ୍ୟନ୍ତ  କେବଳ ଚାଷ ଜମି ମାଲିକାନା ପାଇ ପାରୁଥିଲେ । ଏଣିକି ଉଭୟ ଚାଷ ଜମି ଏବଂ ବାସ ଗୃହ ଜମିର ମାଲିକାନା ପାଇପାରିବେ । ଜମିର ମାଲିକାନା ପାଇବା ପାଇଁ  2 ବର୍ଷ ଭିତରେ ରାଜସ୍ବ ଅଧିକାରୀଙ୍କ ନିକଟରେ ଆବେଦନ କରି ମାଲିକାନା ସତ୍ତା ନେଇ ପାରିବେ । ମାଲିକାନା ପାଇବା ପାଇଁ ଆବେଦନକାରୀଙ୍କୁ ଏକର ପିଛା ୧୪୨୦୦ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ ।

ବଲାଙ୍ଗୀର ଜିଲ୍ଲାରେ ରାଜ୍ୟରେ ସର୍ବାଧିକ ୨୬ ହଜାର ୧୫୧ ଦାଦନ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Land Reforms Second Amendment Bill 2023 has been passed in the Assembly | Argus English