Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଥଣ୍ଡାରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୦ଟି ସହରର ତାପମାତ୍ରା

Odisha

ଥଣ୍ଡାରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୦ଟି ସହରର ତାପମାତ୍ରା

Banajyotshna Ray
Browse all articles by Banajyotshna Ray
·2 years ago
ଥଣ୍ଡାରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୦ଟି ସହରର ତାପମାତ୍ରା

ଅର୍ଗସ ବ୍ୟୁରୋ:  ରାଜ୍ୟରେ ଜାରି ରହିଛି ଶୀତ ଲହରି । ପ୍ରବଳ ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ୧୦ ଡିଗ୍ରୀ ତଳେ ରହିଛି ୧୦ଟି ସହରର ତାପମାତ୍ରା । ସୁନ୍ଦରଗଡର କିରେଇ ଠାରେ ସର୍ବନିମ୍ନ ତାପମାତ୍ରା ୮.୭ ଡିଗ୍ରୀ ଥିବା ବେଳେ ଟ୍ବିନ୍‌ ସିଟରେ ପାରଦ ୧୩.୫ ଡିଗ୍ରୀ ରେକର୍ଡ କରାଯାଇଛି । ପାହାଡିଆ ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଉପକୂଳ ଓଡ଼ିଶା ସମେତ ସାରା ରାଜ୍ୟରେ ରାତିର ତାପମାତ୍ରା ପୁଣିଥରେ ସାମାନ୍ୟ ବୃଦ୍ଧି ପାଇବ। ପୁରୀ, ଗୋପାଳପୁର, ଖୋର୍ଦ୍ଧା ସହରରେ ପାରଦ ୧୭ ଡିଗ୍ରି ଉପରକୁ ଚାଲଯିବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha is shaking in the cold, the temperature of 10 cities is below 10 degrees | Argus English