Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦିନିକିଆ ନୂଆପଡ଼ା ଗସ୍ତରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ

Odisha

ଦିନିକିଆ ନୂଆପଡ଼ା ଗସ୍ତରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ

Swayangprajna Mishra
Browse all articles by Swayangprajna Mishra
·2 years ago
ଦିନିକିଆ ନୂଆପଡ଼ା ଗସ୍ତରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ

ନୂଆପଡ଼ା : ଦିନିକିଆ ନୂଆପଡ଼ା ଗସ୍ତରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ । ଟ୍ରେନ ଯୋଗେ ପ୍ରଥମେ ନୂଆପଡ଼ା ପହଞ୍ଚି ଟାନୱାଟ ସ୍ଥିତ  ସବ୍ ସେଣ୍ଟର ଠାରେ ଡାକ୍ତର, ପାରାମେଡିକାଲ ଷ୍ଟାଫ୍ , ଆଶା କର୍ମୀ ଏବଂ ରୋଗୀ ମାନଙ୍କ ସହିତ କଥାହେବେ। ଘାଟିପଡା ସ୍ଥିତ ଆବାସ ହିତାଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିବେ ରାଜ୍ୟପାଳ ରଘୁବର ଦାସ । ସେହିପରି କୋମନା ବ୍ଲକ ମିଛାପାଲି ଠାରେ ଚାଷୀ, ଆଦିବାସୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ସହିତ ଆଲୋଚନା କରିବେ ମହାମହିମ ରାଜ୍ୟପାଳ ।

ଅଧିକ ପଢନ୍ତୁ : ନିର୍ବାଚନୀ ବିଗୁଲ ବଜାଇବାକୁ ଓଡିଶା ଆସୁଛନ୍ତି ମୋଦି

ଅପରାହ୍ନରେ ନୂଆପଡ଼ା ସଦର ବ୍ଲକ ବଲୋଦାରେ ଜାତୀୟ ଜଳବାୟୁ ପରିବର୍ତ୍ତନ ଯୋଜନାରେ କାମ ହୋଇଥିବା ଅଞ୍ଚଳ ବୁଲିବେ ।ପରେ ତୋରରା ବିଦ୍ୟାଳୟ ଏବଂ ଯୋଗେଶ୍ୱର ମନ୍ଦିର ବୁଲି ରାତ୍ର ରହଣିର କାର୍ଯ୍ୟକ୍ରମ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Governor Raghubar Das on a day visit to Nuapada | Argus English