Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରି ପଡ଼ିଲା ନିରୀହ ଲୋକଙ୍କ ନାଁରେ ଲୋନ୍ ଜାଲିଆତି, ଗିରଫ କଲା ଇଓଡବ୍ଲୁ

Odisha

ଭାରି ପଡ଼ିଲା ନିରୀହ ଲୋକଙ୍କ ନାଁରେ ଲୋନ୍ ଜାଲିଆତି, ଗିରଫ କଲା ଇଓଡବ୍ଲୁ

Jitendra Dash
Browse all articles by Jitendra Dash
·2 years ago
ଭାରି ପଡ଼ିଲା ନିରୀହ ଲୋକଙ୍କ ନାଁରେ ଲୋନ୍ ଜାଲିଆତି, ଗିରଫ କଲା ଇଓଡବ୍ଲୁ

ଅର୍ଗସ ବ୍ୟୁରୋ : ବ୍ୟାଙ୍କ ଠକେଇ ମାମଲାରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଦୁଇ ପୂର୍ବତନ କର୍ମଚାରୀ ଗିରଫ । ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଓ ପୂର୍ବତନ ଏଗ୍ରିକଲଚରାଲ୍ ଫାଇନାନ୍ସ ଅଫିସରଙ୍କୁ ଗିରଫ କରିଛି ଇଓଡବ୍ଲୁ । କଟକ ଭଦ୍ରେଶ୍ବର ବ୍ରାଞ୍ଚରେ ଠକେଇ ନେଇ ଅଭିଯୋଗ ହୋଇଥିଲା । ସେଣ୍ଟ୍ରାଲ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟଳୟର ମୁଖ୍ୟ ଏନେଇ ଅଭିଯୋଗ କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେଣ୍ଟ୍ରାଲ୍ କିସାନ କ୍ରେଡିଟ୍ କାର୍ଡ ଏବଂ ଟ୍ରମ୍ ଲୋନ ଆକାଉଣ୍ଟରେ ସରକାରୀ ସବସିଡି ଟଙ୍କାକୁ ଆତ୍ମସାତ କରିଥିଲେ ଏହି ଦୁଇ ଅଧିକାରୀ । ବିନା ସ୍ବୀକୃତିରେ ଫେକ୍ ଡକ୍ୟୁମେଣ୍ଟ  ପ୍ରସ୍ତୁତି କରି ଫେକ୍ ଟ୍ରାଞ୍ଜାକ୍ସନ କରି ବ୍ୟାଙ୍କକୁ ଟଙ୍କା ଆତ୍ମସାତ କରିଥିଲେ । ୩ କୋଟି ୩୩ଲକ୍ଷ ୫୨ହାଜର ୬୦୨କୋଟି ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା । ଏମାନଙ୍କ ପାଖରୁ ବିଭିନ୍ନ ପ୍ରକାର କାଗଜ ପତ୍ର ଜବତ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha EOW arrests two bankers for Rs 3.33 crore loan fraud | Argus English