ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
·2 years ago

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ବର କ୍ଲବ 73 ପକ୍ଷରୁ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉତ୍ଜାପନୀ ଉତ୍ସବରେ କରିବେ ଯୋଗଦାନ । ରାତିରେ ଭୁବନେଶ୍ବର ରେଳ ଷ୍ଟେସନ ରୁ ଟ୍ରେନ ମାଧ୍ୟମରେ ସମ୍ବଲପୁର ଗସ୍ତ କରିବେ କେନ୍ଦ୍ର ମନ୍ତ୍ରୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: