Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜେନ୍ଦ୍ର ମହାବିଦ୍ୟାଳୟ ପରିସରରେ ସେକ୍ସ ରାକେଟ୍, ପୋଲିସର ତଦନ୍ତ ଜାରି

Odisha

ରାଜେନ୍ଦ୍ର ମହାବିଦ୍ୟାଳୟ ପରିସରରେ ସେକ୍ସ ରାକେଟ୍, ପୋଲିସର ତଦନ୍ତ ଜାରି

Banajyotshna Ray
Browse all articles by Banajyotshna Ray
·2 years ago
ରାଜେନ୍ଦ୍ର ମହାବିଦ୍ୟାଳୟ ପରିସରରେ ସେକ୍ସ ରାକେଟ୍, ପୋଲିସର ତଦନ୍ତ ଜାରି

ଅର୍ଗସ ବ୍ୟୁରୋ:  ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଯୋଗୀମୁଣ୍ଡା ସ୍ଥିତ ରାଜେନ୍ଦ୍ର ମହାବିଦ୍ୟାଳୟ ପରିସରରେ ସେକ୍ସ ରାକେଟ୍ । ପାଟଣାଗଡ଼ ପୋଲିସ୍ ଚଢାଉ କରି ଦେହ ବେପାର କାରବାରରେ ସଂପୃକ୍ତ ରାତ୍ର ଜଗୁଆଳକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଟିକେରାମ ମାଝି । କିଛି ଯୁବକ ବଲାଙ୍ଗିରରୁ ଜଣେ ଯୁବତୀଙ୍କୁ ଆଣି କଲେଜ ପରିସରରେ ଦେହ ବେପାର ଚଳାଇଥିଲେ । ଘଟଣାର ଖବର ପାଇଁ ପୋଲିସ୍ ଚଢାଉ ବେଳେ ଯୁବକମାନେ ସେଠାରୁ ଚମ୍ପଟ ମାରିଥିଲେ । ରାତ୍ର ଜଗୁଆଳି ଟିକେରାମ ମାଝିକୁ ଆଣି ଅଧିକ ପଚରାଉଚରା ଚଳାଇଛି ପୋଲିସ୍ । କିପରି ମହାବିଦ୍ୟାଳୟ ପରିସରରେ ଏଭଳି କାର୍ଯ୍ୟ କରୁଥିଲେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Night watchman arrested in connection with sex racket | Argus English