|
logo
Live

Argus News - ଭିଜିଲାନ୍ସ ଜାଲରେ ନୟାଗଡ଼ ସବ୍‌ ରେଜିଷ୍ଟ୍ରାର: ଏକାସାଙ୍ଗରେ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

Odisha

ଭିଜିଲାନ୍ସ ଜାଲରେ ନୟାଗଡ଼ ସବ୍‌ ରେଜିଷ୍ଟ୍ରାର: ଏକାସାଙ୍ଗରେ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

Ritu Das
Browse all articles by Ritu Das
·2 years ago
ଭିଜିଲାନ୍ସ ଜାଲରେ ନୟାଗଡ଼ ସବ୍‌ ରେଜିଷ୍ଟ୍ରାର: ଏକାସାଙ୍ଗରେ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ଜାଲରେ ନୟାଗଡ଼ ସବ୍‌ ରେଜିଷ୍ଟ୍ରାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଛାପା । ଭୁବନେଶ୍ବର ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ଚଢ଼ାଉ । 

ଖବର ଅନୁଯାୟୀ ସବରେଜିଷ୍ଟ୍ରାର ଶାଶ୍ବତ କୁମାର ପଟ୍ଟନାୟକଙ୍କ ନୟାଗଡ଼ ଲେନ-୪ ସ୍ଥିତ ଭଡା ଘର, କେନ୍ଦ୍ରାପଡା ତଲବାରଙ୍ଗ ସ୍ଥିତ ଘର, ନୟାଗଡ଼ ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରାପଡା କୁଦନଗରୀ ଅନ୍ତର୍ଗତ ତାଳ ଗାଁ ପୈତୃକ ଘର, ପେଣ୍ଠ ସ୍ଥିତ ସମ୍ପର୍କୀୟ ଘର ଓ ଅନ୍ୟ ଏକ ସ୍ଥାନରେ ଚଢ଼ାଉ ଚାଲିଛି।  ୮ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫ ଚଢ଼ାଉରେ ସାମିଲ ଅଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭିଜିଲାନ୍ସ ଜାଲରେ ନୟାଗଡ଼ ସବ୍‌ ରେଜିଷ୍ଟ୍ରାର: ଏକାସାଙ୍ଗରେ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ | Argus English