କଲେଜ କ୍ୟାମ୍ପସ ସଭାରେ ଉଲଗ୍ନ ନୃତ୍ୟ ପରିବେଷଣ, ସୀମା ଟପିଲା ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ
·2 years ago

ଅର୍ଗସ ବ୍ୟୁରୋ: ସବୁ ସୀମା ଟପିଲା ନୂଆ ଓ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ । ଉଦଯାପନୀ ସଭାରେ ଅଶ୍ଲୀଳ ନୃତ୍ୟ ପରିବେଷଣ କଲେ ଯୁବତୀ । କଲେଜ କ୍ୟାମ୍ପସ ସଭାରେ ଉଲଗ୍ନ ନୃତ୍ୟ ହେଲା ପରିବେଷଣ । ବ୍ରହ୍ମଗିରିର ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟରେ ଅଶ୍ଲୀଳ ନୃତ୍ୟ ପରିବେଷଣକୁ କିଏ ଦେଇଥିଲା ଅନୁମତି ଉଠିଲା ପ୍ରଶ୍ନ? । ବିଦ୍ୟା ମନ୍ଦିରକୁ କଳଙ୍କିତ କରିବାକୁ ରାଜ୍ୟ ସରକାର କରୁଛନ୍ତି କି ପ୍ରଚେଷ୍ଟା? ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: