Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରକାଶ ପାଇଲା ନବରଙ୍ଗପୁର ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା 

Odisha

ପ୍ରକାଶ ପାଇଲା ନବରଙ୍ଗପୁର ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା 

Manini Pattanayak
Browse all articles by Manini Pattanayak
·2 years ago
ପ୍ରକାଶ ପାଇଲା ନବରଙ୍ଗପୁର ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା 

ନବରଙ୍ଗପୁର: ସାଧରଣ ନିର୍ବାଚନ ପୂର୍ବରୁ ପ୍ରକାଶ ପାଇଲା ନବରଙ୍ଗପୁର ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା । ୫ ଜାନୁଆରୀ ୨୦୨୪ ସୁଦ୍ଧା ନବରଙ୍ଗପୁର ଜିଲ୍ଲାରେ ମୋଟ ୮ ଲକ୍ଷ ୪୯ ହଜାର ୧୭୬   ଜଣ ଭୋଟର ଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ।

୪ ଲକ୍ଷ ୧୯ ହଜାର ୮୦୬ ଜଣ ପୁରୁଷ ଭୋଟର, ୪ ଲକ୍ଷ ୨୯ ହଜାର ୩୧୧ ଜଣ ମହିଳା ଭୋଟର ଥିବା ବେଳେ ୫୯ ଜଣ ତୃତୀୟ ଲିଙ୍ଗୀ ରହିଛନ୍ତି । ଭୋଟରଙ୍କ ସଂଖ୍ୟାକୁ ଦେଖି ଚଳିତ ଥର ୯୯୨ଟି ବୁଥ କରାଯାଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nabarangpur district final voter list released | Argus English