|
logo
Live

Argus News -  ସ୍ଥଗିତ ନୁହେଁ  ଆନ୍ଦୋଳନ ଜାରି ରହିବ : ମହାସଙ୍ଘ

Odisha

 ସ୍ଥଗିତ ନୁହେଁ  ଆନ୍ଦୋଳନ ଜାରି ରହିବ : ମହାସଙ୍ଘ

Manini Pattanayak
Browse all articles by Manini Pattanayak
·2 years ago
 ସ୍ଥଗିତ ନୁହେଁ  ଆନ୍ଦୋଳନ ଜାରି ରହିବ :  ମହାସଙ୍ଘ

ଭୁବନେଶ୍ୱର:  ସ୍ଥଗିତ ନୁହେଁ ଜାରି ରହିଛି ଆନ୍ଦୋଳନ ପ୍ରତିକ୍ରିୟା ଦେଲେ ଡ୍ରାଇଭର ଏକତା ମଞ୍ଚ ସଦସ୍ୟ। ସ୍ଥଗିତ ହୋଇନି, ଜାରି ରହିଛି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ପରିବହନ କମିଶନରଙ୍କ ସହ ଆଲୋଚନା ପରେ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ସଦସ୍ୟ ତଥା ଓଡ଼ିଶା ଡ୍ରାଇଭର ମହାସଂଘ ରାଜ୍ୟ କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରାଙ୍କ ସୂଚନା ।

ସେ କହିଛନ୍ତି, ମହାମଞ୍ଚ କେନ୍ଦ୍ରୀୟ ଆଇନ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲା । ରାଜ୍ୟ ଦାବି ପ୍ରସଙ୍ଗ ବି ଉଠାଇ ଥିଲା । ରାଜ୍ୟ ସରକାର ଦାବି ପୂରଣ କରିଛନ୍ତି । କିନ୍ତୁ କେନ୍ଦ୍ରୀୟ ଆଇନ ବିରୋଧରେ କଣ ନିଷ୍ପତ୍ତି ନିଆଯିବ କିଛି ସମୟ ମଧ୍ୟରେ ରାଜ୍ୟ ସଭାପତି ରେଢ଼ାଖୋଲରୁ ଜଣାଇବେ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
 ସ୍ଥଗିତ ନୁହେଁ  ଆନ୍ଦୋଳନ ଜାରି ରହିବ : ମହାସଙ୍ଘ | Argus English