Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୧୪୦୦ରୁ ଉର୍ଦ୍ଧ୍ୱ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ, ୧୨ ରୁ ଅଧିକ ମୁଣ୍ଡ ନେଲାନି ହଇଜା

Odisha

୧୪୦୦ରୁ ଉର୍ଦ୍ଧ୍ୱ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ, ୧୨ ରୁ ଅଧିକ ମୁଣ୍ଡ ନେଲାନି ହଇଜା

Banajyotshna Ray
Browse all articles by Banajyotshna Ray
·2 years ago
୧୪୦୦ରୁ ଉର୍ଦ୍ଧ୍ୱ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ, ୧୨ ରୁ ଅଧିକ ମୁଣ୍ଡ ନେଲାନି ହଇଜା

ଅର୍ଗସ ବ୍ୟୁରୋ:  ରାଉରକେଲାରେ ଅଣାୟତ୍ତ ହଇଜା । ପ୍ରାୟ 1400ରୁ ଉର୍ଦ୍ଧ୍ୱ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ବେଳେ 12 ରୁ ଅଧିକ ମୁଣ୍ଡ ନେଲାନି ହଇଜା। ସେପଟେ ପାଣି ମଧ୍ୟ ସମ୍ପୂର୍ଣ ଠିକ୍ ଆସୁ ନଥିବା ବେଳେ ଭୟ ର ବାତା ବରଣ ଶୃଷ୍ଟି ହେଇଛି। ସରକାର ଙ୍କ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ରେ ଫେଲ ମାରିଛି। ରାଉଲକେଲା ଭଳି ସ୍ମାର୍ଟ ସିଟିର ଯଦି ହଇଯା ହେଉଛି ତେବେ ଉପାନ୍ତ ଅଞ୍ଚଳର ଅବସ୍ଥା କଣ ଥିବ ତାହା ଜଣା ପଡ଼ୁଛି ।

ସେପେଟେ ରାଉରକେଲା ରେ ରାଜ୍ୟ ସରକାର ଙ୍କ ବଡ଼ ବଡ଼  ହୋଡ଼ିଂ ଲାଗିଥିବା ଡ୍ରିଙ୍କ ଫ୍ରମ୍ ଟ୍ୟାପ ରେ କଳା ବୋଲା ଯାଇ ଥିବା ଜଣା ପଡ଼ିଛି। ରାଉରକେଲା ଶକ୍ତି ନଗର ଅଞ୍ଚଳରେ ଯୋଉ ହୁଡ଼ିଂ ରେ କଳା ବୋଳା ଯାଇଥିଲା। ୱାଟକୋ ସଙ୍ଗେ ସଙ୍ଗେ ଧୋଇ ଥିବା ଜଣା ପଡିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
More than 1400 people are suffering from diarrhoea, more than 12 people are dead | Argus English