Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - BSF ବାହିନୀଙ୍କୁ ସଫଳତା ; ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

Odisha

BSF ବାହିନୀଙ୍କୁ ସଫଳତା ; ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

Smruti Parija
Browse all articles by Smruti Parija
·2 years ago·1 min read
BSF ବାହିନୀଙ୍କୁ ସଫଳତା ; ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଛତିଶଗଡ଼ ସୀମାନ୍ତ ତୁଳସୀ ଓ କିରିମିଟି ଅଂଚଳରେ BSFଙ୍କ ସେକେଣ୍ଡ ବାଟାଲିୟନ ଦ୍ୱାରା କୁମ୍ବିଂ ଅପରେସନ ଚାଲୁଥିବାବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ମାଥିଲି ବ୍ଲକ ଟେମୁରୁପଲ୍ଲୀ ପଞ୍ଚାୟତ କିରିମିଟି ଜଙ୍ଗଲର ଏକ ଗଛ ତଳେ ପୋତା ଯାଇଥିଲା ସମସ୍ତ ମାଓ ସାମଗ୍ରୀ । 

ଦନ୍ତେୱାଡା; ପୁଲିସ ଗୁଳିରେ ଟଳିଲେ ଦୁଇ ମାଓବାଦୀ

ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ 15 ଲିଟର ବିଶିଷ୍ଟ ଆଲୁମିନିୟମ କଣ୍ଟେନର , ଗୋଟିଏ ୱାୟାରଲେସ ସେଟ୍ ସହ ବ୍ୟାଟେରୀ ଓ ଅଣ୍ଟିନା, ହ୍ୟାଣ୍ଡ ଗ୍ରେନେଡ଼, 4 ଟି 12 ବୋର ଜୀବନ୍ତ ଗୁଳି ଓ 82 ଟି ମାଓ ପୁସ୍ତକ  ସହ ଅନେକ ମାଓ ସାମଗ୍ରୀ ଜବତ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୁଣି ଡରାଇଲାଣି ଲାଲବାହିନୀ

ସୂଚନା ଥାଉ କି ଚଳିତ ବର୍ଷ ମାଥିଲି ର ତୁଳସୀ ପାହାଡରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଛତିଶଗଡ଼ ସୀମାନ୍ତରେ ମାଓ ଗତିବିଧିକୁ କମାଇବା ପାଇଁ ବିଏସଏଫ ବାହିନୀ କସରତ କରିଆସୁଛି । ଏହାସହ ବଡ ବଡ ସଫଳତା ହାସଲ ମଧ୍ୟ କରୁଛି ।

ଅପରାଧ ଖବର ଆହୁରି ପଢନ୍ତୁ

Sponsored
mao-equipment-seized-in-malkangiri-dantewada-by-bsf-jawan | Argus English