Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାରେ ବିମାନ ସେବାର ଲାଭ ପାଇବାକୁ ଯାଉଛନ୍ତି ଉପାନ୍ତବାସୀ

Odisha

କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାରେ ବିମାନ ସେବାର ଲାଭ ପାଇବାକୁ ଯାଉଛନ୍ତି ଉପାନ୍ତବାସୀ

Banajyotshna Ray
Browse all articles by Banajyotshna Ray
·2 years ago
କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାରେ ବିମାନ ସେବାର ଲାଭ ପାଇବାକୁ ଯାଉଛନ୍ତି ଉପାନ୍ତବାସୀ

ଅର୍ଗସ ବ୍ୟୁରୋ:  ମାଲକାନଗିରିରୁ ଉଡିବ ବିମାନ । କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାରେ ବିମାନ ସେବାର ଲାଭ ପାଇବାକୁ ଯାଉଛନ୍ତି ଉପାନ୍ତବାସୀ । ଆଜି ଏୟାରପୋର୍ଟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ଉଡାଣ 5.0 ଯୋଜନାରେ ବନ୍ୟଜନ୍ତୁ ଅଭୟାରଣ୍ୟ, ପର୍ଯ୍ୟଟନସ୍ଥଳୀ ଏବଂ ତୀର୍ଥ ସ୍ଥାନକୁ ସଂଯୋଗ କରିବାକୁ ଏହି ଯୋଜନା ହୋଇଥିବାବେଳେ ଗୋଟିଏ ସମୟରେ ବାରିପଦା, କୋଣାର୍କ, ହୀରାକୁଦ ଓ ମାଲକାନଗିରିକୁ ଏହି ଯୋଜନାରେ ସାମିଲ କରିଥିଲେ କେନ୍ଦ୍ର ସରକାର ।

ମାଲକାନଗିରିରେ ଏୟାରପୋର୍ଟର କାମ ସରିଥିବାବେଳେ ରବିବାର ବିମାନର ଟ୍ରାଏଲ୍ ରନ୍ ହୋଇଥିଲା । ଏୟାରପୋର୍ଟ ଅଥିରିଟି ଅଫ୍ ଇଣ୍ଡିଆର କର୍ମଚାରୀ ମାଲକାନଗିରିରେ ପହଞ୍ଚି ରନୱେର ଯାଞ୍ଚ କରିଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Malkangiri Flight Service Set To Commence As Construction Of Malkangiri Airport At Its End | Argus English