Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମାଲକାନଗିରି ଆଦର୍ଶ ଥାନା ତଣ୍ଡାପାଲ୍ଲୀ ଗାଁରେ ଘଟିଛି ଅଘଟଣ

Odisha

ମାଲକାନଗିରି ଆଦର୍ଶ ଥାନା ତଣ୍ଡାପାଲ୍ଲୀ ଗାଁରେ ଘଟିଛି ଅଘଟଣ

Jitendra Dash
Browse all articles by Jitendra Dash
·2 years ago
ମାଲକାନଗିରି ଆଦର୍ଶ ଥାନା ତଣ୍ଡାପାଲ୍ଲୀ ଗାଁରେ ଘଟିଛି ଅଘଟଣ

ଅର୍ଗସ ବ୍ୟୁରୋ : ଗୁଣିଗାରେଡି ସନ୍ଦେହରେ ଗଳା କାଟି ହତ୍ୟା । ମାଲକାନଗିରି ଆଦର୍ଶ ଥାନା ତଣ୍ଡାପାଲ୍ଲୀ ଗାଁରେ ଅଘଟଣ । ଜଣେ ବ୍ୟକ୍ତିଙ୍କୁ ଗଳା କାଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ଜଣକ ତଣ୍ଡାପାଲ୍ଲୀ ଗାଁର ଲକ୍ଷ୍ମା କବାସୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଦୁର୍ବୃତ୍ତମାନେ ଲକ୍ଷ୍ମାଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟିବା ପରେ ମୃତଦେହକୁ ସାବେରୀ ନଦୀରେ ଫୋଫାଡି ଦେଇଥିଲେ। ମାଲକାନଗିରି ଏସଡିପିଓ, ଥାନା ଅଧିକାରୀ, ଏସଆଇ ଓ ପୁଲିସ ଟିମ୍ ଘଟଣାସ୍ଥଳକୁ ଯାଇ ଲକ୍ଷ୍ମାଙ୍କ ମୃତ ଦେହକୁ ଜବତ କରିଥିବାବେଳେ ଶବକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Malkajgiri murder case | Argus English