|
logo
Live

Argus News - ପ୍ରତାପଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେବା ପ୍ରସଙ୍ଗରେ ଲେଖାଶ୍ରୀଙ୍କ ପ୍ରତିକ୍ରିୟା

Odisha

ପ୍ରତାପଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେବା ପ୍ରସଙ୍ଗରେ ଲେଖାଶ୍ରୀଙ୍କ ପ୍ରତିକ୍ରିୟା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରତାପଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେବା ପ୍ରସଙ୍ଗରେ ଲେଖାଶ୍ରୀଙ୍କ ପ୍ରତିକ୍ରିୟା

ଅର୍ଗସ ବ୍ୟୁରୋ: ପ୍ରତାପ ଜେନାଙ୍କୁ ବିଜେଡି କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ ପ୍ରଶ୍ନ କରିଛନ୍ତି, କେନ୍ଦ୍ରାପଡ଼ାରେ ଅପରାଧର ପର୍ଯ୍ୟବେକ୍ଷକ ସାଜିବେ କି ପ୍ରତାପ ଜେନା । ବିଜୁ ଜନତା ଦଳ ଅପରାଧୀଙ୍କ ବଳ । ପ୍ରତାପ ଜେନା ମହଙ୍ଗା ଡବଲ ମର୍ଡରରେ ସଂପୃକ୍ତି ରହିଛନ୍ତି । ଜଣେ ବ୍ୟକ୍ତି ଯିଏ କି ଅପରାଧରେ ସଂପୃକ୍ତ ତାଙ୍କୁ ଘଣ୍ଟ ଘୋଡେଇଲେ ।

ପରେ ନିର୍ବାଚନ ପାଖେଇ ଆସିବାରୁ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇଲେ । Jmfc କୋର୍ଟରେ ଏ ଯାଏଁ ହାଜର ହେଲେନି ପ୍ରତାପ ଜେନା । କେଉଁଭଳି ଭାବେ ତାଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।  ବିଜେଡିର ବହୁ ନେତା ଅପରାଧରେ ସଂପୃକ୍ତ ଅଛନ୍ତି । ନିର୍ବାଚନ ଆଗକୁ ଆସୁଛି ଓଡ଼ିଶାବାସୀ ଏହାର ଜବାବ ଦେବେ ବୋଲି କହିଛନ୍ତି ଲେଖାଶ୍ରୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପ୍ରତାପଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେବା ପ୍ରସଙ୍ଗରେ ଲେଖାଶ୍ରୀଙ୍କ ପ୍ରତିକ୍ରିୟା | Argus English