ଯାତ୍ରା ମଞ୍ଚରେ ଜୟ କୋଶଲ ନାରା ଲଗାଇଲା କୋଶଲ ସେନା
·2 years ago

ଅର୍ଗସ ବ୍ୟୁରୋ : ପୁଣି ଅପେରାକୁ ବିରୋଧ କଲା କୋଶଲ ସେନା । ବରଗଡ଼ ଜିଲ୍ଲା ବରପାଲି ବ୍ଲକ ପୁଟୁରୁପାଲି ଗାଁରେ ଯାତ୍ରା ମଞ୍ଚରେ ଜୟ କୋଶଲ ନାରା ଲଗାଇଲା କୋଶଲ ସେନା । ମାଆ ଜଗତଜନନୀ ଅପେରା ପାର୍ଟିକୁ ଯାତ୍ରା ଆରମ୍ଭରୁ ବିରୋଧ କରିବା ସହ ଜୟ କୋଶଲ ନାରା ଦେଇ ଯାତ୍ରା ବନ୍ଦ କରି ଦିଆଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବରୁ ବଲାଙ୍ଗୀରର ବେଲପଡ଼ା ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା । ଯାତ୍ରା ମଞ୍ଚରେ ଆଙ୍କରଙ୍କୁ ଜୟ କୋଶଲ କୁହାଯିବା ପାଇଁ ବାଧ୍ୟ କରାଯାଇଥିଲା । ତେବେ ଓଲିଉଡ କଳାକାରଙ୍କ କଳି ପରେ ଏପରି ବିବାଦ ବଢ଼ିବାରେ ଲାଗିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: