Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କୋଣାର୍କ ମହୋତ୍ସବ, ଆନମନା ହେବେ ଦର୍ଶକ

Odisha

କୋଣାର୍କ ମହୋତ୍ସବ, ଆନମନା ହେବେ ଦର୍ଶକ

Smruti Parija
Browse all articles by Smruti Parija
·2 years ago
କୋଣାର୍କ ମହୋତ୍ସବ, ଆନମନା ହେବେ ଦର୍ଶକ

ଅର୍ଗସ ବ୍ୟୁରୋ:  ଆଜିଠୁ ଆରମ୍ଭ ହେବାକୁ ଯାଉଛି ବହୁପ୍ରତୀକ୍ଷିତ କୋଣାର୍କ ମହୋତ୍ସବ । ଏଥପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ ଶିଳ୍ପୀଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇ ରହିଛି ମୁକ୍ତାକାଶ ରଙ୍ଗମଞ୍ଚ । ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦରେ ଆଜିଠୁ ଆନମନା ହେବେ ଦର୍ଶକ । କୋଣାର୍କ ମହୋତ୍ସବ ଆଜିଠୁ ଆରମ୍ଭ ହୋଇ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଚାଲିବ । ପର୍ଯ୍ୟଟନ ବିଭାଗ,ପର୍ଯ୍ୟଟନ ଉନ୍ନୟନ ନିଗମ,ଓଡ଼ିଶା ସଙ୍ଗୀତ ଏକାଡେମୀର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେଉଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
konark-mahostav-starts-from-today | Argus English