Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଘର ସାମ୍ନାରୁ ଓଲା ଡ୍ରାଇଭରଙ୍କୁ ଅପହରଣ

Odisha

ଘର ସାମ୍ନାରୁ ଓଲା ଡ୍ରାଇଭରଙ୍କୁ ଅପହରଣ

Jitendra Dash
Browse all articles by Jitendra Dash
·2 years ago
ଘର ସାମ୍ନାରୁ ଓଲା ଡ୍ରାଇଭରଙ୍କୁ ଅପହରଣ

ଅର୍ଗସ ବ୍ୟୁରୋ : ରାଜଧାନୀରେ ଚାଞ୍ଚଲ୍ୟ । ଘର ସାମ୍ନାରୁ ଓଲା ଡ୍ରାଇଭରଙ୍କୁ ଅପହରଣ ।  ସ୍ତ୍ରୀ ଆଗରେ ସ୍ବାମୀଙ୍କୁ ଉଠେଇ ନେଇଛନ୍ତି ଅପହରଣକାରୀ । ୧୦ ଲକ୍ଷର ମୁଣ୍ଡ ଜାମିନ୍ ରଖି ଡ୍ରାଇଭରଙ୍କୁ ମାଡ ମାରୁଛନ୍ତି ଅପରାହରଣକାରୀ । ଏହାସହ ଭିଡିଓ କଲ କରି ପତ୍ନୀଙ୍କୁ ଦେଖାଉଛନ୍ତି । ଏନେଇ ପତ୍ନୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଭୁବନେଶ୍ୱର ପାତ୍ରପଡ଼ା ଅଞ୍ଚଳରେ ଏହି ଘଟଣା ଘଟିଛି । ଓଲା ଡ୍ରାଇଭର ଶଙ୍କର୍ଷଣ ସାହୁଙ୍କୁ ଅପହରଣ ପରେ ତାଙ୍କ ପତ୍ନୀଙ୍କୁ ଫୋନ କରି ୧୦ ଲକ୍ଷ ଟଙ୍କା ଅପହରଣକାରୀ ମାଗିଛନ୍ତି । ଗତକାଲି ରାତି ୮ଟା ବେଳେ ପାତ୍ରପଡ଼ା କ୍ରିଷ୍ଣା ବିହାରରୁ ଶଙ୍କର୍ଷଣ ଘର ସାମ୍ନାରେ ଛିଡା ହେଇଥିବା ବେଳେ ଏକ କାରରେ କିଛି ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ପୋଲିସ ତଦନ୍ତ ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kidnapping of Ola driver from front of house | Argus English