|
logo
Live

Argus News - ୧ କେଜି ୮୦ ଗ୍ରାମ ବ୍ରାଉନସୁଗାର ସହ ଜଣେ ଗିରଫ

Odisha

୧ କେଜି ୮୦ ଗ୍ରାମ ବ୍ରାଉନସୁଗାର ସହ ଜଣେ ଗିରଫ

Jitendra Dash
Browse all articles by Jitendra Dash
·2 years ago
୧ କେଜି ୮୦ ଗ୍ରାମ ବ୍ରାଉନସୁଗାର ସହ ଜଣେ ଗିରଫ

ଅର୍ଗସ ବ୍ୟୁରୋ : ଏସଟିଏଫ ପଞ୍ଝାରେ ବ୍ରାଉନ ସୁଗାର ପେଡିଲର । କେନ୍ଦୁଝର ଏନ୍‌ଏଚ୍-୨୦ର କୋଭିଡ ନିକଟରୁ ଏସ୍‌ଟିଏଫ୍ ୧ କେଜି ୮୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରିଛି । ଅଭିଯୁକ୍ତ ହେଲା କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ପୁରୁଣାବଜାର ଅଞ୍ଚଳର ରାଜେନ୍ଦ୍ର କୁମାର ମାଝୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଶଙ୍କରପୁରର ମୁନା ବାରିକ ଫେରାର ହୋଇଯାଇଛି । ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ତେବେ ୨୦୨୦ରୁ ଏ ପର୍ଯ୍ୟନ୍ତ ୭୪ କେଜି ବ୍ରାଉନ ସୁଗାର ଜବତ କଲାଣି ଏସଟିଏଫ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୧ କେଜି ୮୦ ଗ୍ରାମ ବ୍ରାଉନସୁଗାର ସହ ଜଣେ ଗିରଫ | Argus English