|
logo
Live

Argus News - ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ

Odisha

ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ

Jitendra Dash
Browse all articles by Jitendra Dash
·2 years ago
ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ

ଅର୍ଗସ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ବରାଡିଆ ଲଞ୍ଚ ଘାଟ ନିର୍ମାଣସ୍ଥଳରେ ଗ୍ୟାସ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ । ଫାଟିଲା ଗ୍ୟାସ ଟାଙ୍କି । ଜଳିଗଲା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ । ଅଳ୍ପକେ ବର୍ତ୍ତିଲେ ୩୦ ଶ୍ରମିକ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତକାଲି ରାତ୍ରି ସମୟରେ ବରାଡିଆ ପଞ୍ଚାୟତ ବରାଡିଆ ଗ୍ରାମ ସ୍ଥିତ ବୈତରଣୀ ନଦୀକୂଳଠାରେ ନିର୍ମାଣଧିନ ଲଞ୍ଚଘାଟ ଜେଟୀରେ କାମ କରୁଥିବା ଶ୍ରମିକ ମାନେ ରହୁଥିବା ଏକ ଛଣ ଛପର ଟେଣ୍ଟରେ, ରନ୍ଧନ ଗ୍ୟାସ୍ ଟାଙ୍କି ଓ ଅକ୍ସିଜେନ ଟାଙ୍କି ଫାଟି ଭୟାନକ ବିସ୍ଫୋରଣ ଘଟିଥିଲା  । ଏହି ବିସ୍ଫୋରଣରେ ପୁରା ବରlଡ଼ିଆ ଅଞ୍ଚଳ ଥରି ଉଠିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ | Argus English