Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଛନ୍ତି ଟ୍ରକ ଡ଼୍ରାଇଭର

Odisha

ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଛନ୍ତି ଟ୍ରକ ଡ଼୍ରାଇଭର

Jitendra Dash
Browse all articles by Jitendra Dash
·2 years ago
ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଛନ୍ତି ଟ୍ରକ ଡ଼୍ରାଇଭର

ଅର୍ଗସ ବ୍ୟୁରୋ : ନୂଆଗାଁ ଥାନା ଅନ୍ତର୍ଗତ ଧରମପୁର ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଲା ମାଲ ବୋଝେଇ ଟ୍ରକ । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଛନ୍ତି ଗାଡ଼ିର ଡ଼୍ରାଇଭର । ପ୍ରଥମେ ଗାଡ଼ିର ଡ୍ରାଇଭରଙ୍କୁ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।

ଅଧିକ ପଢନ୍ତୁ ଓଡ଼ିଶା ଖବର

କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଆହତ ଅବସ୍ଥାରେ ଡ଼୍ରାଇଭରଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଗୁଡ଼ ବୋଝେଇ ଟ୍ରକଟି ଭୁବନେଶ୍ୱରରୁ ବାହାରି ରାୟଗଡ଼ା ଜିଲ୍ଲା ଥେରୁବାଲି ଅଭିମୁଖେ ଯାଉଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
kandhamal road accident | Argus English