|
logo
Live

Argus News - ୮୭ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ସାମ୍ବାଦିକ ଶରତ ମିଶ୍ର

Odisha

୮୭ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ସାମ୍ବାଦିକ ଶରତ ମିଶ୍ର

Jitendra Dash
Browse all articles by Jitendra Dash
·2 years ago
୮୭ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ସାମ୍ବାଦିକ ଶରତ ମିଶ୍ର

ଅର୍ଗସ ବ୍ୟୁରୋ : ପରଲୋକରେ ବର୍ଷିଆନ ସାମ୍ବାଦିକ ଶରତ ମିଶ୍ର । ୮୭ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ । ୧୯୩୬ରେ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଜନ୍ନ ଗ୍ରହଣ କରିଥିଲେ । ସମାଜର ସମ୍ପାଦକ ଥିଲେ ଶ୍ରୀଯୁକ୍ତ ମିଶ୍ର । ଅନୁପମ ଭାରତ'ର ପ୍ରତିଷ୍ଠାତା ସମ୍ପାଦକ ମଧ୍ୟ ଥିଲେ ଶରତ ମିଶ୍ର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କଟକରେ Eastern Times groupରୁ ଆରମ୍ଭ ହୋଇଥିଲା ତାଙ୍କର ସାମ୍ବାଦିକତା ଜୀବନ । ସମ୍ବାଦ ଖବରକାଗଜ ଆରମ୍ଭ ବେଳେ ସେ ଥିଲେ ବାର୍ତ୍ତା ସମ୍ପାଦକ । ସମାଜରୁ ଅବସର ପରେ ଫିଚର ପତ୍ରିକା "ଆମ ସମୟର ପ୍ରତିନିଧି"ର ସମ୍ପାଦକ ଥିଲେ । ଇଂରାଜୀ, ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ତାଙ୍କର ବେଶ ପାରଦର୍ଶିତା ରହିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୮୭ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ସାମ୍ବାଦିକ ଶରତ ମିଶ୍ର | Argus English