Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆସିଲା ରାୟ, ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

Odisha

ଆସିଲା ରାୟ, ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

Jitendra Dash
Browse all articles by Jitendra Dash
·2 years ago
ଆସିଲା ରାୟ, ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଅର୍ଗସ ବ୍ୟୁରୋ : ଦମ୍ପତିଙ୍କୁ ପୋଡ଼ି ହତ୍ୟା କରିଥିବା ୧୭ ଜଣ ଦୋଷୀଙ୍କୁ ଆଜୀବନ ଜେଲ୍‌ । ଯାଜପୁର ରୋଡରେ ଘଟିଥିବା  ଲୋମଟାଙ୍କୁରା ଘଟଣାରେ ରାୟ ପ୍ରକାଶ ପାଇଛି । ୨୦୨୦ ଯାଜପୁର ରୋଡ ଅଞ୍ଚଳରେ ଦମ୍ପତିଙ୍କୁ ପୋଡ଼ି ମାରିବା ଘଟଣାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ନେଇ କୋର୍ଟଙ୍କ ନିର୍ଦ୍ଦେଶ । ସମସ୍ତ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଗୁଣି ଗାରେଡି ସନ୍ଦେହରେ ଦମ୍ପତିଙ୍କୁ କରିଥିଲେ ହତ୍ୟା । ୩ ବର୍ଷ ତଳେ କଳିଙ୍ଗନଗର ଥାନା ସୁରେଇସାଇରେ ଘଟିଥିଲା ଏଭଳି ଜଘନ୍ୟ ହତ୍ୟାକାଣ୍ଡ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
jajpur murder case | Argus English