|
logo
Live

Argus News - ପାଟରଙ୍ଗା ଗାଁରେ ମାଙ୍କଡ଼ ଆତଙ୍କ, ମାଙ୍କଡ଼ କାମୁଡ଼ାରେ ଜଣେ ବୃଦ୍ଧ ଗୁରୁତର

Odisha

ପାଟରଙ୍ଗା ଗାଁରେ ମାଙ୍କଡ଼ ଆତଙ୍କ, ମାଙ୍କଡ଼ କାମୁଡ଼ାରେ ଜଣେ ବୃଦ୍ଧ ଗୁରୁତର

Jitendra Dash
Browse all articles by Jitendra Dash
·2 years ago
ପାଟରଙ୍ଗା ଗାଁରେ ମାଙ୍କଡ଼ ଆତଙ୍କ, ମାଙ୍କଡ଼ କାମୁଡ଼ାରେ ଜଣେ ବୃଦ୍ଧ ଗୁରୁତର

ଅର୍ଗସ ବ୍ୟୁରୋ : ପାଟରଙ୍ଗା ଗାଁରେ ମାଙ୍କଡ଼ ଆତଙ୍କ, ମାଙ୍କଡ଼ କାମୁଡ଼ାରେ ଜଣେ ବୃଦ୍ଧ ଗୁରୁତର l କୋରେଇ ଥାନା ପାଟରଙ୍ଗା ଗାଁ ର ବୃଦ୍ଧ ଶ୍ୟାମସୁନ୍ଦର ପାତ୍ର ରାସ୍ତା କଡରେ ଠିଆ ହେଇଥିଲେ l ଏହି ସମୟରେ ଏକ ମାଙ୍କଡ଼ ଵୃଦ୍ଧ ଶ୍ୟାମସୁନ୍ଦରଙ୍କୁ କାମୁଡି ଗୁରୁତର କରିଦେଇଥିବା ଦେଖିବାକୁ ମିଳିଛି l 

ଅଧକ ପଢନ୍ତୁ ଓଡ଼ିଶା ଖବର

ତେବେ ବୃଦ୍ଧ ଶ୍ୟାମସୁନ୍ଦର ଗୁରୁତର ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲାପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠେଇ ଥିବା ସୂଚନା ମିଳିଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପାଟରଙ୍ଗା ଗାଁରେ ମାଙ୍କଡ଼ ଆତଙ୍କ, ମାଙ୍କଡ଼ କାମୁଡ଼ାରେ ଜଣେ ବୃଦ୍ଧ ଗୁରୁତର | Argus English