|
logo
Live

Argus News - କାଲି ମହାପ୍ରଭୁଙ୍କ ବନକଲାଗି ନୀତି

Odisha

କାଲି ମହାପ୍ରଭୁଙ୍କ ବନକଲାଗି ନୀତି

Smruti Parija
Browse all articles by Smruti Parija
·2 years ago
କାଲି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ଆସନ୍ତାକାଲି 4 ଘଣ୍ଟା ଜଗା ଦର୍ଶନ ବନ୍ଦ ।  ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର ନୀତି ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ ।  ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ 4ଟା ରୁ ରାତି ୮ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ରାତି ୮ଟା ପରେ ଆରମ୍ଭ ହେବ ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥା । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କାଲି ମହାପ୍ରଭୁଙ୍କ ବନକଲାଗି ନୀତି | Argus English