ବିଅର ଫ୍ୟାକ୍ଟ୍ରିରେ ଆଇଟି ରେଡ, ହସ୍ତଗତ ହୋଇନାହିଁ କୌଣସି ତଥ୍ୟ
·2 years ago

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ତୁମୁସିଙ୍ଗା ଥାନା ଅଧୀନ ସୋଗର ନିକଟରେ ଥିବା ବିଅର ଫ୍ୟାକ୍ଟ୍ରିରେ ଆଇଟି ରେଡ । ଶକ୍ତି ମଲ୍ଟଏୟାର୍ ଆଣ୍ଡ ଲିମୋନେଡ ପ୍ରାଇଭେଟ୍ ଲିମିଟେଡ କମ୍ପାନୀରେ ଏହି ରେଡ ଚାଲିଛି । ଆଇଟିର ଏକ ଟିମ୍ ଆଜି ସକାଳୁ ବିଭିନ୍ନ ପ୍ରକାରର କାଗଜପତ୍ର ଯାଞ୍ଚ କରୁଛି । ବର୍ତ୍ତମାନ ସୁଦ୍ଧା ଏହିଁ ରେଡ ନେଇ କୌଣସି ପ୍ରକାରର ତଥ୍ୟ ହସ୍ତଗତ ହୋଇନାହିଁ। ରେଡ ଏବେବି ଜାରି ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: