Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଟିକସ ଫାଙ୍କିବା ଅଭିଯୋଗରେ ଆୟାକର ବିଭାଗର ରେଡ଼୍

Odisha

ଟିକସ ଫାଙ୍କିବା ଅଭିଯୋଗରେ ଆୟାକର ବିଭାଗର ରେଡ଼୍

Jitendra Dash
Browse all articles by Jitendra Dash
·2 years ago
ଟିକସ ଫାଙ୍କିବା ଅଭିଯୋଗରେ ଆୟାକର ବିଭାଗର ରେଡ଼୍

ଅର୍ଗସ ବ୍ୟୁରୋ : ବୌଦ୍ଧ ଜିଲ୍ଲାର ଦୁଇଟି ଇଣ୍ଡଷ୍ଟ୍ରିରେ ଆୟକର ବିଭାଗ ରେଡ଼ । ହରଭଙ୍ଗା ବ୍ଲକ ତିତିରିକଟା ସ୍ଥିତ ବିଡ଼ିପିଏଲରେ ୧୨ ଜଣିଆ  ଓ ପୁରୁଣାକଟକ ସ୍ଥିତ ରାଣୀସତି ରାଇସ ମିଲରେ ୧୦ ଜଣିଆ ଆୟକର ବିଭାଗ ଟିମ ଚଢ଼ାଉ ଜାରି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଟିକସ ଫାଙ୍କିବା ଅଭିଯୋଗରେ ଆୟାକର ବିଭାଗର ରେଡ । ଟିଟିଲାଗଡ଼, ରାୟଗଡା, ସମ୍ବଲପୁର, ଖୋର୍ଦ୍ଧାରେ ବି ରେଡ । ରାଜ୍ୟ ବାହାରେ କୋଲକାତା ଓ ରାଞ୍ଚିରେ ରେଡ ଚାଲିଥିବା ସୂଚନା । କମ୍ପାନୀର ଏମଡି ଓ ଡାଇରେକ୍ଟରଙ୍କ ଘରେ ରେଡ ଚାଲିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In two industries of Boudh district, the income tax department is raid | Argus English