ମୁଁ କାହାକୁ ଡରିନି, ସମୟ ଆସିଲେ ସବୁ ସତ ଖୋଲିବି: ଅର୍ଚ୍ଚନା
·2 years ago

ଅର୍ଗସ ବ୍ୟୁରୋ: ମୁହଁ ବନ୍ଦ ରଖିବାକୁ ଅର୍ଚ୍ଚନାଙ୍କୁ ଦିଆଯାଉଛି ଧମକ। ଲ' ପରୀକ୍ଷା ଦେବାକୁ ଆସିଥିବା ବେଳେ କଲେଜ ସାମ୍ନାରେ ଖୋଲାଖୋଲି ଧମକ ଦେଲେ ଦୁର୍ବୃତ୍ତ। ପରୀକ୍ଷା ହଲରୁ ବାହାରି ସୂଚନା ଦେଲେ ଅର୍ଚ୍ଚନା ନାଗ। କହିଲେ କାହାକୁ ଡରିନି। ମୋ ବିରୋଧରେ ଲାଗିଥିବା ଅଭିଯୋଗ ବିରୋଧରେ ଲଢିବି। ମୋ ପାଖରେ ଯେତିକି ପ୍ରମାଣ ଅଛି ସମୟ ଆସିଲେ ସବୁତକ ଖୋଲିବି ବୋଲି କହିଛନ୍ତି ହନିଟ୍ରାପ୍ କୁଇନ ଅର୍ଚ୍ଚନା ନାଗ। ଦୀର୍ଘ 14 ମାସ ଜେଲରେ ରହିବା ପରେ ଜାମିନ ପାଇ ବାହାରକୁ ଆସିଛନ୍ତି ଅର୍ଚ୍ଚନା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: