ବିପୁଳ ପରିମାଣର ଗୋ ମାଂସ ଜବତ, ଗାଡି ଛାଡି ଡ୍ରାଇଭର ଫେରାର
·2 years ago

ଅର୍ଗସ ବ୍ୟୁରୋ: ଗଞ୍ଜାମ କାଳିଆବାଲି ଛକ ନିକଟରୁ ଗୋ ମାଂସ ବୋଝେଇ ଟ୍ରକ ଜବତ । ବିପୁଳ ପରିମାଣର ଗୋ ମାଂସ ଜବତ । ଗାଡି ଛାଡି ଡ୍ରାଇଭର ଫେରାର । ଭଦ୍ରକ ରୁ ହାଇଦ୍ରାବାଦ ଅଭିମୁଖେ ଚାଲାଣ ହେଉଥିବା ନେଇ ସୂଚନା। ବାଲୁଗାଁରୁ ଗାଡିର ପିଛା କରି ଆସି କାଳିଆବାଲି ଛକ ନିକଟରେ ଧରିଲେ କିଛି ଯୁବକ। ଗାଡିରୁ ପାଖାପାଖି ୧୦ ହଜାର କୁଇଣ୍ଟାଲ ଗୋ ମାଂସ ଥିବା ଅନୁମାନ କରାଯାଉଛି। ଏହାସହ ଅଧିକ ତଦନ୍ତ କରୁଛି ପୋଲିସ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: