Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର: ବିଜେପି

Odisha

ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର: ବିଜେପି

Banajyotshna Ray
Browse all articles by Banajyotshna Ray
·2 years ago
ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର: ବିଜେପି

ଅର୍ଗସ ବ୍ୟୁରୋ: ମହାମହିମ ରାଜ୍ୟପାଳ ଙ୍କ ଅନୁଗୁଳ ଜିଲା ଗସ୍ତ ଅବସରରେ ଅନୁଗୁଳ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏନେଇ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ବଶିଷ୍ଠ ବିଜେପି ନେତା କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି । ଅନୁରୂପ ଭାବେ ସାତ ଦଫା ଦାବି ନେଇ ପାଳଲହଡ଼ା ସହର ଗୁରୁଜାଙ୍ଗଠାରେ, ଦ୍ଵିତୀୟରେ ଚିଲିକା ଠାରେ ରେଙ୍ଗାଳି ବୁଡି ବିସ୍ଥାପିତଙ୍କ ଜଳ ସତ୍ୟାଗ୍ରହ ଇତି ମଧ୍ୟରେ ସାତ ଦିନରେ ପହଞ୍ଚି ଥିବା ବେଳେ 
ଦୀର୍ଘ 48 ବର୍ଷର ସମସ୍ୟା ସମାଧାନ ଦିଗରେ କିଭଳି ରାଜ୍ୟ ସରକାର ଆଖି ବୁଜି ଦେଇଛନ୍ତି।  ଏହାସହ ସରକାରଙ୍କ ପ୍ରତିଶ୍ରୁତି କିଭଳି ପାଣି ର ଗାର ପାଲଟିଛି ସେନେଇ ମହାମହିମ ରାଜ୍ୟପାଳ ଙ୍କୁ ଅବଗତ କରାଯିବା ସହ ଏହି ମର୍ମରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ନେଇ କହିଛନ୍ତି ବିଜେପି ନେତା ଅଶୋକ ମହାନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Government's promises failed: BJP | Argus English