|
logo
Live

Argus News - କଣ୍ଟାବାଞ୍ଜି; କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

Odisha

କଣ୍ଟାବାଞ୍ଜି; କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

Smruti Parija
Browse all articles by Smruti Parija
·2 years ago
କଣ୍ଟାବାଞ୍ଜି; କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ବଲାଙ୍ଗୀର:  କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ଖବର ପାଇ କଣ୍ଟାବାଞ୍ଜି ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି  । ରାୟପୁରରୁ ବିଶାଖାପାଟଣା ଯାଉଥିବା ଏହି କୋଇଲା ବୋଝେଇ ଟ୍ରେନରେ ତୁରକେଲା ଷ୍ଟେସନରେ ଗୋଟିଏ ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ  ମିଳିଥିଲା । ପରେ କଣ୍ଟାବାଞ୍ଜି ଷ୍ଟେସନକୁ ଖବର ଦେବା ପରେ ଏହି ଟ୍ରେନରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚିଥିଲେ । ନିଆଁକୁ ଆୟତ୍ତ କରିବା ପରେ ଅନ୍ୟ ବଗି ମାନଙ୍କରେ ଚାଲିଛି ଯାଞ୍ଚ  ।
 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କଣ୍ଟାବାଞ୍ଜି; କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ | Argus English