Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦଳରେ ଅବହେଳା ଅଭିଯୋଗ ଆଣି ଇସ୍ତଫା ଦେଲେ ବଳଭଦ୍ର ମାଝୀ

Odisha

ଦଳରେ ଅବହେଳା ଅଭିଯୋଗ ଆଣି ଇସ୍ତଫା ଦେଲେ ବଳଭଦ୍ର ମାଝୀ

Jitendra Dash
Browse all articles by Jitendra Dash
·2 years ago
ଦଳରେ ଅବହେଳା ଅଭିଯୋଗ ଆଣି ଇସ୍ତଫା ଦେଲେ ବଳଭଦ୍ର ମାଝୀ

ଅର୍ଗସ ବ୍ୟୁରୋ : ବିଜେଡି ଛାଡିଲେ ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । ବିଜେଡିରୁ ଇସ୍ତପା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ । ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଲେ । ଏନେଇ ଦଳର ସୁପ୍ରିମୋଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ବଳଭଦ୍ର ମାଝୀ । ଦଳରେ ଅବହେଳା ଅଭିଯୋଗ କରି ବଳଭଦ୍ର ବିଜେଡି ଛାଡିଛନ୍ତି । ତେବେ ଏତେ ଦିନ ଧରି ଦଳ ପାଇଁ କାମ କରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି  ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Former MLA and former minister Balabhadra Majhi has left BJD | Argus English