Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅସାବଧାନତା ଯୋଗୁ ବୋଟରୁ ଖସି ମତ୍ସ୍ୟଜୀବିଙ୍କ ମୃତ୍ୟୁ

Odisha

ଅସାବଧାନତା ଯୋଗୁ ବୋଟରୁ ଖସି ମତ୍ସ୍ୟଜୀବିଙ୍କ ମୃତ୍ୟୁ

Swayangprajna Mishra
Browse all articles by Swayangprajna Mishra
·2 years ago
ଅସାବଧାନତା ଯୋଗୁ ବୋଟରୁ ଖସି ମତ୍ସ୍ୟଜୀବିଙ୍କ ମୃତ୍ୟୁ

ଭଦ୍ରକ : ମାଛ ଧରିବାକୁ ଯାଇଥିବାବେଳେ ସମୁଦ୍ରରେ ପଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ । ମୃତ ମତ୍ସ୍ୟଜୀବୀ ବାସୁଦେବପୁର ବ୍ଲକର ଉହାଡ଼ ଗ୍ରାମର ରବୀନ୍ଦ୍ର ମଳିକ (60)ବୋଲି ଜଣାପଡିଛି । ସେ ଗତ 2ତାରିଖ ଦିନ ଚୁଡାମଣି ଘାଟରୁ ମା ଗାୟତ୍ରୀ ବୋଟରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ହେଲେ ଗତକାଲି ଅସାବଧାନତାବସତଃ ବୋଟରୁ ସମୁଦ୍ରକୁ ଖସି ପଡ଼ିଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର

ଫଳରେ ଅନ୍ୟ ମତ୍ସ୍ୟଜୀବି ମାନେ ତାକୁ ଉଦ୍ଧାର କରି ଆଜି ବାସୁଦେବପୁର ମେଡିକାଲରେ ଭର୍ତି କରିଥିଲେ । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fisherman dies after falling from boat due to carelessness | Argus English