|
logo
Live

Argus News - ଭୁବନେଶ୍ବର ହାୱଡା ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

Odisha

ଭୁବନେଶ୍ବର ହାୱଡା ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

Swayangprajna Mishra
Browse all articles by Swayangprajna Mishra
·2 years ago
ଭୁବନେଶ୍ବର ହାୱଡା ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

କଟକ : କଟକ ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନୀକାଣ୍ଡ । ଭୁବନେଶ୍ବରରୁ ହାୱାଡା ଯାଉଥିବା ଏକ୍ସପ୍ରେସରେ ଅଗ୍ନୀକାଣ୍ଡ । ନିଆଁକୁ ଆୟତ୍ତ କଲେ ଅଗ୍ନୀଶମ ବାହିନୀ । କଟକ ଷ୍ଟେସନର ଗୋଟିଏ ବଗି ତଳେ ନିଆଁ ଲାଗିଥିବା ସୂଚନା ମିଳିଛି। ବ୍ରେକ ବାଇଡିଂ ଯୋଗୁ ନିଆଁ ଲାଗିଥିବା ରେଳ କର୍ତ୍ତୁପକ୍ଷଙ୍କ ଠାରୁ ସୂଚନା ମିଳିଛି। ନିଆଁ ଆୟତ୍ତ ପରେ ଷ୍ଟେସନ ଛାଡିଛ ଟ୍ରେନ । ବର୍ତ୍ତମାନ ଟ୍ରେନ ଚଳା ଚଳ ସ୍ୱାଭାବିକ ଅଛି । ଅଗ୍ନିକାଣ୍ଡ ଯୋଗୁଁ କାହାର କୌଣସି କ୍ଷତି ହୋଇନଥିବା ସୂଚନା ରହିଛି ।

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭୁବନେଶ୍ବର ହାୱଡା ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ | Argus English