Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମା' ତାରାତାରିଣୀଙ୍କ ଦୀପଘରେ ନିଆଁ

Odisha

ମା' ତାରାତାରିଣୀଙ୍କ ଦୀପଘରେ ନିଆଁ

Smruti Parija
Browse all articles by Smruti Parija
·2 years ago
ମା' ତାରାତାରିଣୀଙ୍କ ଦୀପଘରେ ନିଆଁ

ବ୍ରହ୍ମପୁର: ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ଦୀପ ଘରେ ନିଆଁ ଲାଗିଯାଇଥିବା ସୂଚନା । ଏକାଧିକ ଦୀପ ଲାଗିଥିବା ଦୀପ ଘରେ ନିଆଁ ଲାଗିଯାଇଥିବା ସୂଚନା ରହିଛି । ଦୀପ ଘରେ ଥିବା କିଛି ଆସବାଵପତ୍ର ସାମାନ୍ୟ ପୋଡିଥିବା ସୂଚନା । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚିଥିଲା ।  ଦମକଳ ଗାଡି ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ରହିଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
fire-mishap-in-taratarini-temple | Argus English