|
logo
Live

Argus News - ବାଙ୍କି କବାଡିଆ ଦୋକାନରେ ନିଆଁ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

Odisha

ବାଙ୍କି କବାଡିଆ ଦୋକାନରେ ନିଆଁ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

Smruti Parija
Browse all articles by Smruti Parija
·2 years ago
ବାଙ୍କି କବାଡିଆ ଦୋକାନରେ ନିଆଁ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

କଟକ: କଟକ ବାଙ୍କୀ ଏନ୍ଏସି ର ୧୦ ନମ୍ବର ୱାର୍ଡରେ ଥିବା କବାଡ଼ିଆ ଗୋଦାମରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ବାଙ୍କୀ ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ତେବେ ନିଆଁ ହୁତୁ ହୁତୁ ହୋଇ ଜଳୁଥିବା ବେଳେ ପୁରା ଅଞ୍ଚଳରେ ଭୟବହତା ଖେଳିଯାଇଛି । ବହୁମାତ୍ରାରେ ଲୋକ ଜମା ହୋଇଥିବା ଦେଖିବାକୁ ମିଳିଛି । 
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବାଙ୍କି କବାଡିଆ ଦୋକାନରେ ନିଆଁ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ | Argus English