ନାୟକ ପ୍ଲାଜା ସପିଙ୍ଗ ମଲରେ ନିଆଁ
·2 years ago

ଅର୍ଗସ ବ୍ୟୁରୋ: ପୁରୀ ବଡ଼ଦାଣ୍ଡରେ ନାୟକ ପ୍ଲାଜାରେ ସପିଙ୍ଗ ମଲରେ ଲାଗିଲା ନିଆଁ। ତୃତୀୟ ମହଲାର ଏକ ହୋଟେଲ ରୁମର ବାଥରୁମର ଗୀଜରରୁ ସର୍ଟସର୍କିଟରେ ନିଆଁ ଲାଗିଥିଲା। ଆଉ ହୋଟେଲରେ ଥିବା ଅଗ୍ନିନିର୍ବାପକରେ ନିଆଁକୁ ଆୟତ୍ତ କରାଯାଇଛି ।
ତେବେ ନିଆଁ ଲାଗିବା ଘଟଣାକୁ ନେଇ ଦୁଇଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚିବାବେଳେ ନିଆଁ ଆୟତ୍ତ ହୋଇଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: