Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବଳପୂର୍ବକ ଗାଡି ଅଟକାଇବା ସହ ୧୭୦୦୦ ଟଙ୍କା ନେଇଥିବା ଅଭିଯୋଗ

Odisha

ବଳପୂର୍ବକ ଗାଡି ଅଟକାଇବା ସହ ୧୭୦୦୦ ଟଙ୍କା ନେଇଥିବା ଅଭିଯୋଗ

Jitendra Dash
Browse all articles by Jitendra Dash
·2 years ago
ବଳପୂର୍ବକ ଗାଡି ଅଟକାଇବା ସହ ୧୭୦୦୦ ଟଙ୍କା ନେଇଥିବା ଅଭିଯୋଗ

ଅର୍ଗସ ବ୍ୟୁରୋ : ଫାଇନାନ୍ସ ରିକଭରି ଏଜେଣ୍ଟଙ୍କ ଦାଦାଗିରି । ଗାଡିର କିସ୍ତି ଦିଆଯାଇଥିଲେ ମଧ୍ୟ ବଳପୂର୍ବକ ଗାଡି ଅଟକାଇବା ସହ ୧୭୦୦୦ ଟଙ୍କା ନେଇଥିବା ଅଭିଯୋଗ । ମିର୍ଜା ଅଫରୋଜ ନାମକ ଜଣେ ବ୍ୟକ୍ତିଙ୍କ ନିଜ ଆଇଜର ଗାଡିରେ ଭୁବନେଶ୍ବରରୁ ରାୟପୁର ଯାଉଥିବା ବେଳେ ଦଶପଲ୍ଲା ନିକଟରେ କିଛି ବ୍ୟକ୍ତି ଗାଡିକୁ ଅଟକାଇ ଇଏମଆଇ ବାକି ଥିବା କହି ତାଙ୍କ ଠାରୁ ୧୭୦୦୦ ନେଇଥିବା ଅଭିଯୋଗ ହୋଇଛି । ସେମାନେ ଏକ ରିକୋଭରି ଏଜେନ୍ସିର ବୋଲି କହିଥିଲେ ।  ହେଲେ ସେହି ଏଜେନ୍ସି ଓଡିଶା ମିନିଟ୍ରକ ଆସୋସିଏସନକୁ ପଚାରିଲେ କୌଣସି ସନ୍ତୋଷଜନକ ଉତ୍ତର ମିଳିନାହିଁ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Finance Recovery Agent issue | Argus English